ବିଜେପୁର ଉପନିର୍ବାଚନ: ଇଭିଏମରେ ତ୍ରୁଟି ଯୋଗୁଁ କେତେକ ବୁଥରେ ଦୁଇଘଣ୍ଟା ଧରି ଭୋଟ୍‌ ଗ୍ରହଣ ବନ୍ଦ

ବରଗଡ଼: ବିଜେପୁର ବିଧାନସଭା ଆସନ ଉପ ନିର୍ବାଚନ ପାଇର୍ ଆଜି ସକାଳ ୮ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ଲୋକେ ଧାଡ଼ି ବାନ୍ଧି ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି। ତେବେ ବରପାଲି ଓ ଗାଏସିଲେଟ୍‌ ବ୍ଲକ୍‌ର କେତେକ ବୁଥ୍‌ରେ ଇଭିଏମ ତ୍ରୁଟି ଯୋଗୁଁ ପ୍ରାୟ ୨ ଘଣ୍ଟା ଧରି ଭୋଟ୍‌ ଗ୍ରହଣ ବନ୍ଦ ରହିଛି। ମିଳିଥିବା ସୂଚନା ଅନୁଯାୟୀ,ବରପାଲି ବ୍ଲକ୍‌ର ବୁଥ ନମ୍ବର ୨୦ ଓ ବୁଥ ନମ୍ବର ୧୪୧ରେ … Continue reading ବିଜେପୁର ଉପନିର୍ବାଚନ: ଇଭିଏମରେ ତ୍ରୁଟି ଯୋଗୁଁ କେତେକ ବୁଥରେ ଦୁଇଘଣ୍ଟା ଧରି ଭୋଟ୍‌ ଗ୍ରହଣ ବନ୍ଦ